କୋଲକତା,ଏଜେନ୍ସି: ଘୂର୍ଣ୍ଣିଝଡ ବୁଲବୁଲରେ ପଶ୍ଚିମ ବଙ୍ଗଳାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏଥିରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଅନ୍ୟପଟେ ଏହି ବାତ୍ୟାରେ କୋଟି କୋଟି ଟଙ୍କାର ଫସଲ ନଷ୍ଟ ହୋଇଯାଇଥିବାବେଳେ ୨ଲକ୍ଷ ୯୭ହଜାର ଲୋକ ପ୍ରଭାବିତ ହୋଇଛନ୍ତି।

really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସେହିପରି କୋଲକତା ବିମାନ ବନ୍ଦରରୁ ସମସ୍ତ ସେବାକୁ ସାମୟିକ ବନ୍ଦ ରଖାଯାଇଛି। ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ବାତ୍ୟାରେ ଜଣେ ଲୋକଙ୍କ ଜୀବନ ଯାଇଥିବା ଖବର ମିଳିଛି। ତଳିଆ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ବୁଲ୍ବୁଲ ଲ୍ୟାଣ୍ଡଫଲ୍ କରିବା ବେଳେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ ରେକର୍ଡ଼ କରିଛି। ବିଶେଷକରି ଇଷ୍ଟ ମେଦନାପୁର, ଦକ୍ଷିଣ-ଉତ୍ତର ଚବିଶ ପ୍ରଗଣା ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।