ଛତିଶଗଡ଼ରେ ଜଣେ ନକ୍ସଲବାଦୀ ମୃତ ଦେଶ- ବିଦେଶ By nitidin1 On Jun 27, 2023 Share ଛତିଶଗଡ଼: ଛତିଶଗଡ଼ର ସୁକମା ଜିଲ୍ଲାସ୍ଥିତ ଏରାବର ଜଙ୍ଗଲରେ ଜଣେ ନକ୍ସଲବାଦୀକୁ ପୁଲିସ ନିପାତ କରିଛି । ମୃତକ ଜଣକ ହେଲେ ଜନତାନା ସରକାର ଅଧ୍ୟକ୍ଷ ସୋଢ଼ୀ ଦୁଲେ । ଏନେଇ ବସ୍ତର ଆଇଜି ସୂଚନା ପ୍ରଦାନ କରିଛନ୍ତି । Share