ରେଳ ଦୁର୍ଘଟଣା: ସିଗନାଲ ଜେଇଙ୍କ ଘର ସିଲ୍ ରାଜ୍ୟ By nitidin1 On Jun 19, 2023 Share ସୋର,ଏନ୍ଏନ୍ଏସ୍: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ସିବିଆଇ ସିଗନାଲ ଜେଇଙ୍କ ଭଡ଼ା ଘର ସିଲ୍ କରିଛି । ଦୁର୍ଘଟଣା ଘଟିବାର କିଛିଦିନ ପରେ ଜେଇ ଓ ତାଙ୍କ ପରିବାର ଅନୁପସ୍ଥିତ ଥିବା ନେଇ ସୂଚନା ମିଳିଛି । ଉକ୍ତ ମାମଲାରେ ସିବିଆଇ ତାଙ୍କୁ ପୂର୍ବରୁ ଜେରା ମଧ୍ୟ କରିସାରିଛି । Share