Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ବାସଭବନ ଉପରକୁ ପଥର ମାଡ, ଭାଙ୍ଗିଲା ଝରକା କାଚ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ବାସଭବନ ଉପରକୁ ପଥର ମାଡ, ଭାଙ୍ଗିଲା ଝରକା କାଚ

ନୂଆଦିଲ୍ଲୀ,ଏଜେନ୍ସି: ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ବାସଭବନ ଉପରକୁ ପଥରମାଡ । ରବିବାର ସନ୍ଧ୍ୟାରେ କିଛି ଅଜଣା ଦୁର୍ବୃତ୍ତ ଓୱେସୀଙ୍କ ବାସଭବନ ଉପରକୁ ପଥରମାଡ କରିଥିବା ଅଭିଯୋଗ ହୋଇଛି । ତେବେ ଏଥିରେ ଘରର ଝରକା ଭାଙ୍ଗିଯାଇଥିବା ନେଇ ସ୍ଥାନୀୟ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଏହି ଘଟଣାକୁ ନେଇ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଥାନାରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗରେ କହିଛନ୍ତି,” ରବିବାର ସନ୍ଧ୍ୟା ୫ଟା ୩୦ ମିନିଟରେ ଦିଲ୍ଲୀର ଅଶୋକା ରୋଡ ସ୍ଥିତ ବାସଭବନ ଉପରେ କିଛି ଅଜଣା ଦୁର୍ବୃତ୍ତ ପଥର ମାଡ କରିଥିଲେ ।

ଏନେଇ ଓୱେସୀ ଟ୍ବିଟ କରି କହିଛନ୍ତି, ମୋର ଦିଲ୍ଲୀ ସ୍ଥିତ ବାସଭବନ ଉପରେ ପୁଣିଥରେ ଆକ୍ରମଣ ହୋଇଛି । ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ୪ ଥର ଆକ୍ରମଣ କରାଯାଇଛି । ରବିବାର ଦିନ ପୁଣି କିଛି ଅଜଣା ବ୍ୟକ୍ତି ପଥର ମାଡ କରିଛନ୍ତି । ମୁଁ ଜୟପୁରରୁ ଫେରୁଥିବା ସମୟରେ ପଥର ମାଡ କରାଯାଇଥିବା ନେଇ ଖବର ପାଇଲି । ମୁଁ ରାତି ୧୧.୩୦ ମିନିଟରେ ଘରେ ପହଞ୍ଚିବା ପରେ ଦେଖିଥିଲି । ଆକ୍ରମଣରେ ମୋ ଘରର ଝରକା ଭାଙ୍ଗିଯାଇଛି । ଦିଲ୍ଲୀ ପୋଲିସ ଶୀଘ୍ର ଦୁର୍ବୃତ୍ତକୁ କାବୁ କରନ୍ତୁ ।