ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହିକ୍ରମେ ଜାନୁଆରୀ ୧୭ରୁ ଆଶାୟୀ ଅନଲାଇନ ଯୋଗେ ଆବେଦନ କରିପାରିବେ । ଫେବୃଆରୀ ୧୬ ତାରିଖ ସୁଦ୍ଧା ଆଶାୟୀ ଆବେଦନ କରିପାରିବେ ବୋଲି ଜଣାପଡ଼ିଛି ।