ସୂର୍ଯ୍ୟପରାଗ ପାଇଁ ଛୁଟି ଘୋଷଣା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତା ୨୫ ତାରିଖରେ ସୂର୍ଯ୍ୟପରାଗ ପଡ଼ୁଥିବାରୁ ସରକାରୀ ଛୁଟି ଘୋଷଣା କରାଯାଇଛି । ଫଳରେ ସମସ୍ତ ସ୍କୁଲ, କଲେଜ, ଅଫିସ ଓ ବ୍ୟାଙ୍କ ଆଦି ଛୁଟି ରହିବ ବୋଲି ଜଣାପଡ଼ିଛି ।