ଏଥର ବି + ୨ ପିଲା ଦେବେ ତ୍ରୟମାସିକ ପରୀକ୍ଷା

କଟକ,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଗତବର୍ଷ ପରି ଏଥର ବି ଯୁକ୍ତ ୨ ପିଲା ତ୍ରୟମାସିକ ପରୀକ୍ଷା ଦେବେ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସିଏଚଏସଇ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ଏଥିରେ ପରୀକ୍ଷା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉଲ୍ଲେଖ କରାଯାଇଛି ।