ଆସନ୍ତା ୬ରେ ବାହାରିବ ମାଟ୍ରିକ ରେଜଲ୍ଟ ଦେଶ- ବିଦେଶ By Nitidin On Jul 4, 2022 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତା ୬ ତାରିଖରେ ମାଟ୍ରିକ ରେଜଲ୍ଟ ବାହାରିବ । ଅପରାହ୍ନ ଗୋଟାଏ ବେଳେ ରେଜଲ୍ଟ ବାହାରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ୫ଲକ୍ଷ ୨୮ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଛନ୍ତି । Share