୨ଟି ସିଟରୁ ହାରିଲେ ଚରନଜୀତ ସିଂହ ଚନ୍ନୀ ଦେଶ- ବିଦେଶ By Nitidin On Mar 10, 2022 Share ପଞ୍ଜାବ: ପଞ୍ଜାବରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଥର କଂଗ୍ରେସକୁ ମାତ ଦେଇ ପଞ୍ଜାବରେ ଆପ୍ ସରକାର ଗଢ଼ିବାକୁ ଯାଉଛି । ଏଭଳି ସ୍ଥିତିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜୀତ ସିଂହ ଚନ୍ନୀ ୨ଟି ସିଟରୁ ହାରିଥିବା ସୂଚନା ମିଳିଛି । Share