ଅନୁଗୁଳରୁ ୧୫୮, ବାଲେଶ୍ୱରରୁ ୪୩୩, ବରଗଡରୁ ୧୬୬, ଭଦ୍ରକରୁ ୧୧୮, ବଲାଙ୍ଗୀରରୁ ୨୩୮, ବୌଦ୍ଧରୁ ୮୫, କଟକରୁ ୭୮୬, ଦେଓଗଡରୁ ୪୪, ଢେଙ୍କାନାଳରୁ ୭୦, ଗଜପତିରୁ ୧୦୯, ଗଞ୍ଜାମରୁ ୯୨, ଜଗତସିଂହପୁରରୁ ୨୦୭, ଯାଜପୁରରୁ ୧୯୫, ଝାରସୁଗୁଡାରୁ ୨୨୫, କଳାହାଣ୍ଡିରୁ ୧୬୩, କଳାହାଣ୍ଡିରୁ ୧୬୩, କନ୍ଧମାଳରୁ ୫୬, କେନ୍ଦ୍ରାପଡାରୁ ୯୦, କେନ୍ଦୁଝରରୁ ୧୦୫, ଖୋର୍ଦ୍ଧା ୨୯୩୪, କୋରାପୁଟରୁ ୧୬୨, ମାଲକାନଗିରିରୁ ୫୫, ମୟୂରଭଞ୍ଜରୁ ୩୮୩, ନବରଙ୍ଗପୁରରୁ ୧୫୯, ନୟାଗଡରୁ ୧୯୩, ନୂଆପଡାରୁ ୧୦୮, ପୁରୀରୁ ୧୯୮, ରାୟଗଡାରୁ ୨୫୩, ସମ୍ବଲପୁରରୁ ୩୮୭, ସୋନପୁରରୁ ୧୬୩, ସୁନ୍ଦରଗଡରୁ ୧୪୪୭ ଓ ଷ୍ଟେଟ ପୁଲରୁ ୭୦୭ ଜଣ ରହିଛନ୍ତି।
ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧,୪୪,୪୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭୫,୭୯୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦,୬୦,୦୬୭ଜଣ ସୁସ୍ଥ ହୋଇଛନ୍ତି।