ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ ଆଜି ମୋଟ ସଂକ୍ରମଣର ୦.୨୭ ପ୍ରତିଶତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏହି ଆକ୍ରାନ୍ତଙ୍କ ଭିତରେ ୪୯୯ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବାବେଳେ ୩୬୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ସୂଚନା ଅନୁସାରେ ସବୁଦିନ ପରି ସଂକ୍ରମିତ ତାଲିକାରେ ଖୋର୍ଦ୍ଧା ପ୍ରଥମ ସ୍ଥାନରେ ରହୁଥିବାବେଳେ ଏଣିକି ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ରହୁଛି।
Covid-19 Report For 18th November
New Positive Cases: 868
In Quarantine: 499
Local contacts: 369(Details of local contacts will be shared by concerned District Administration)
District Wise Cases:
1. Angul: 54
2. Balasore: 18
3. Bargarh: 21
4. Bhadrak: 13
5. Balangir: 34— I & PR Department, Odisha (@IPR_Odisha) November 19, 2020