୨ ମେଡିକାଲ କଲେଜର ହେଲା ନାମକରଣ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାର ୨ ନବନିର୍ମିତ ମେଡିକାଲ କଲେଜର ନାମକରଣ କରିଛନ୍ତି । ଏହିକ୍ରମେ ସୁନ୍ଦରଗଡ଼ ମେଡିକାଲ କଲେଜ ନାଁ ସରକାରୀ ମେଡିକାଲ କଲେଜ ରଖାଯାଇଛି । କେନ୍ଦୁଝର ମେଡିକାଲ କଲେଜ ନାଁ ଧରଣୀଧର ମେଡିକାଲ କଲେଜ ରଖାଯାଇଥିବା ଜଣାପଡ଼ିଛି ।