ଟିକା ଟେଣ୍ଡରରେ ମିଳିଲା ୨ଟି ଆବେଦନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗ୍ଲୋବାଲ ଟିକା ଟେଣ୍ଡରରେ ରାଜ୍ୟକୁ ୨ଟି ଆବେଦନ ମିଳିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୨ଟି ଆବେଦନ ନେଇ ଏବେ ତର୍ଜମା ଚାଲିଥିବା ଜଣାପଡ଼ିଛି।