ନୂଆଦିଲ୍ଲୀ,ଭୁବନେଶ୍ୱର,ଏଜେନ୍ସ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ୧୫୦ତମ ଜୟନ୍ତି। ଏହି ଅବସରରେ ଦିଲ୍ଲୀ ରାଜଘାଟରେ ଏକ ସ୍ମୃତି ସଭାର ଆୟୋଜନ ହୋଇଛି। ଭୋରରୁ ରାମଧୁନ ଗାନ ସହିତ ଜାତୀର ପିତାଙ୍କୁ ଦେଶବାସୀ ସ୍ମରଣ କରିଛନ୍ତି। ରାଜଘାଟରେ ଆୟୋଜିତ ପ୍ରାର୍ଥନା ସଭାରେ ଭିଭିଆଇପିମାନେ ପହଞ୍ଚି ଗାନ୍ଧୀଙ୍କ ସମାଧୀସ୍ଥଳରେଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଉପରାଷ୍ଟ୍ରପତି 