ୟୁନିଟ-୧ ହାଟ ସିଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ବୁଧବାର ଦିନ ଭୁବନେଶ୍ୱରର ୟୁନିଟ-୧ ମାର୍କେଟରେ ପ୍ରବଳ ଭିଡ ହୋଇଥିବା ଜଣାପଡ଼ିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟକାରୀ ଦଳ ଓ ପୁଲିସ ପକ୍ଷରୁ ହାଟକୁ ସିଲ କରାଯାଇଛି। ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ହାଟ ବନ୍ଦ ରହିବ।

ବ୍ୟାପକ ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁନିଟ ୧ ହାଟକୁ ବନ୍ଦ କରିଦିଆଯାଇଛି।