ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ୫୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୨,୪୫୨ରେ ପହଞ୍ଚିଛି।
9 from Mayurbhanj
9 from Rayagada
8 from Balangir
7 from Bhadrak
6 from Gajapati
6 from Puri
5 from Koraput
1 each from Angul & KendraparaThe total recovered cases of #Odisha now stand at 12452.
— H & FW Dept Odisha (@HFWOdisha) July 19, 2020