ଏଥର କଟକରେ ବାଲିଯାତ୍ରା ରାଜ୍ୟ By Nitidin On Jun 13, 2022 Share କଟକ,ଏନ୍ଏନ୍ଏସ୍: ଚଳିତ ବର୍ଷ କଟକରେ ବାଲିଯାତ୍ରା ଅନୁଷ୍ଠିତ ହେବ । ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ସୂଚନା ପ୍ରଦାନ କରିଛନ୍ତି । କରୋନା ଯୋଗୁ ଦୀର୍ଘ ୨ ବର୍ଷ ଧରି ବାଲିଯାତ୍ରା ବନ୍ଦ ଥିଲା । Share