ସୁଶାନ୍ତ ମହାନ୍ତି ହେଲେ ନୂଆ ସୂଚନା କମିଶନର ରାଜ୍ୟ By Nitidin On Feb 9, 2023 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ସୁଶାନ୍ତ ମହାନ୍ତି ରାଜ୍ୟର ନୂଆ ସୂଚନା କମିଶନର ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । Share