ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ନେଇ ଆରମ୍ଭ ହେଲା ସର୍ଭେ ରାଜ୍ୟ By Nitidin On Jun 17, 2021 Share ପୁରୀ,ଏନ୍ଏନ୍ଏସ୍: ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ପ୍ରତିଷ୍ଠା ନେଇ ସର୍ଭେ ଆରମ୍ଭ ହୋଇଛି। ଏୟାର ଅଥୋରିଟିଙ୍କ ପକ୍ଷରୁ ସର୍ଭେ ଆରମ୍ଭ ହୋଇଥିବା ଜଣାପଡ଼ିଛି। ମେରାଇନ ଡ୍ରାଇଭ ରୋଡ ଓ ଗିରଳ ସିପସରୁବାଲିରେ ସର୍ଭେ ହୋଇଛି। ଏଥିରେ ଜିଲ୍ଲାପାଳଙ୍କ ସମେତ ପ୍ରମୁଖ ଅଧିକାରୀ ସାମିଲ ଅଛନ୍ତି। Share