ଏପ୍ରିଲ ୧୩ରୁ ନବମ ସମ୍ମେଟିଭ ପରୀକ୍ଷା-୨

କଟକ,ଏନ୍‌ଏନ୍‌ଏସ୍‌: ଏପ୍ରିଲ ୧୩ରୁ ୨୧ ପର୍ଯ୍ୟନ୍ତ ନବମ ସମ୍ମେଟିଭ ପରୀକ୍ଷା-୨ ହେବ । ସକାଳ ୮ଟାରୁ ନିଜ ସ୍କୁଲରେ ଫାଷ୍ଟ ସିଟିଂରେ ପରୀକ୍ଷା ହେବ । ଏପ୍ରିଲ ୧୮ରୁ ୨୬ ପର୍ଯ୍ୟନ୍ତ ଅନ୍ୟ ସ୍କୁଲରେ ମୂଲ୍ୟାୟନ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପ୪ରୁ ସୂଚନା ପ୍ରଦାନ କରାଯାଇଛି ।