୨-ଡିଜି ଔଷଧ ପାଇଁ ଅର୍ଡର ଦେଲେ ରାଜ୍ୟ ସରକାର ରାଜ୍ୟ By Nitidin On May 29, 2021 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଡିିଆରଡିଓ ଦ୍ୱାରା ପ୍ରସ୍ତୁତ କୋଭିଡ ନିରୋଧୀ ଔଷଧ ୨-ଡିଜି ପାଇଁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି। ୫ ହଜାର ସାଚେଟ୍ ୨-ଡିଜି ଆଣିବାକୁ ରାଜ୍ୟ ସରକାର ଅର୍ଡର ପ୍ଲେସ କରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। Share