ଫିଟ୍‌ନେସ୍‌ ସେଣ୍ଟରରେ ଅଗ୍ନିକାଣ୍ଡ, ଫସି ରହିଛନ୍ତି ଷ୍ଟାଫ୍‌

ଭୁବନେଶ୍ବର,ଏନ୍ଏନ୍ଏସ୍: ଭୁବନେଶ୍ବରର ଜାଗମରାସ୍ଥିତ ଏକ ଫିଟ୍‌ନେସ୍‌ ସେଣ୍ଟରରେ ଆଜି ରାତି ପ୍ରାୟ ୧୦ଟା ସମୟରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ସମୟରେ ଫିଟ୍‌ନେସ୍‌ ସେଣ୍ଟରରେ କିଛି ଷ୍ଟାଫ୍ ଫସି ରହିଥିବା କୁହାଯାଉଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ଉଦ୍ୟମ ଜାରି ରଖିଛି।