ଘରୋଇ ବସ୍ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ପ୍ରତ୍ୟାହୃତ ହୋଇଛି । ଏନେଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୋ ବସ ସମ୍ପର୍କରେ ନିଷ୍ପତ୍ତି ପାଇଁ କମିଟି ଗଠନ କରାଯିବ । ୭ ଦିନ ମଧ୍ୟରେ ବୈଠକ ବସିବା ନେଇ ମଧ୍ୟ କମିଟି ପକ୍ଷରୁ କୁହାଯାଇଛି ।