ମନ୍ତ୍ରୀ ପ୍ରତାପ ଜେନା କରୋନା ପଜିଟିଭ

ଭୁବନେଶ୍ୱର: ଆଇନ ଓ  ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଶ୍ରୀ ଜେନା ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।