ନୂଆଦିଲ୍ଲୀ,ଏଜେନ୍ସି: ନୂଆଦିଲ୍ଲୀ ଠାରେ ଜାତୀୟ ଆଦିବାସୀ ଉତ୍ସବ ‘ଆଦି ମହୋତ୍ସବ’କୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉଦ୍ଘାଟନ କରିବା ସହ ଆଦିବାସୀ ସଂପ୍ରଦାୟର ବିକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିବା ପରେ ଆଦିବାସୀ ସମୁଦାୟଙ୍କ ଉନ୍ନତି ନିମନ୍ତେ କାର୍ୟ୍ୟକରି ଆସୁଛି।
