ରାଉରକେଲା ଆଇଜିଏଚରେ ଆରମ୍ଭ ହେବ ପ୍ଲାଜମା ଥେରାପି ରାଜ୍ୟ By Nitidin Last updated Jul 22, 2020 Share ଭୁବନେଶ୍ୱର, ଏନ୍ଏନ୍ଏସ୍: କଟକ ଓ ଗଞ୍ଜାମ ପରେ ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ଖୁବଶୀଘ୍ର ଆରମ୍ଭ ହେବ। ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି। Share