କାଲି ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ ରାଜ୍ୟ By Nitidin On Feb 6, 2023 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କୁ କାଲି ଦିଲ୍ଲୀ ନିଆଯିବ । ଅଧିକ ଚିକିତ୍ସା ପାଇଁ ପିଣ୍ଟୁଙ୍କୁ ଦିଲ୍ଲୀର ଆଇଏଲବିଏସ ସ୍ଥାନାନ୍ତର କରାଯିବ । ଏନେଇ ପିଣ୍ଟୁଙ୍କ ପରିବାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । Share