ଭୁବନେଶ୍ଵର,ଏନ୍ଏନ୍ଏସ୍: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଆଜି ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ ଆସିବା ବେଳେ ୫ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିରେ ଚଲାଉଥିବା ଦେଖିବାକୁ ମିଳିଛି। ରାଜ୍ୟ ଇତିହାସରେ କୌଣସି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ପତାକା ଉତ୍ତୋଳନ ନିମନ୍ତେ ଗାଡ଼ି ଚଳାଇ ସମାବେଶସ୍ଥଳକୁ ଆଣିବା ପ୍ରଥମ ଘଟଣା।
