ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀର ମାର୍କେଟ ବିଲ୍ଡିଂରେ ହିଂସା ଥମିବାର ନାଁ ନେଉନାହିଁ । ଆଜି ପୁଣିଥରେ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଉଠା ଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ପକ୍ଷରୁ ବିରୋଧ କରାଯାଇଛି । କିନ୍ତୁ ଉଠା ଦୋକାନୀ ଜବରଦସ୍ତ ଦୋକାନ ଖୋଲିବାରୁ ସଂଘର୍ଷ ହୋଇଥିଲା ।