ବଲିଉଡ ଆକ୍ଟ୍ରେସ୍ ଦୀପିକା ପାଦୁକୋନ ଆଜିକାଲି ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରିୟ। ନିୟମିତ ବ୍ୟବଧାନରେ ଫଟୋ ଓ ଭିଡିଓ ସେୟାର କରି ଖୁବ୍ ଚର୍ଚ୍ଚାରେ ଅଛନ୍ତି ଦୀପିକା। ଏହି କ୍ରମରେ ସେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ସହ ଉଠାଇଥିବା ଏକ ପୁରୁଣା ଫଟୋ ସେୟାର କରିଛନ୍ତି ଇନଷ୍ଟାଗ୍ରାମରେ। ଏ ଫଟୋରେ ଦୀପିକା ଆମୀର ଖାନଙ୍କ ନିକଟରେ ବସିଥିବା ଦେଖିବାକୁ ମିଳୁଛି।
