ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷର ଓଜେଇଇ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ପରୀକ୍ଷା ଦେଇଥିବା ୪୯ ହଜାର ୨୬୭ ଛାତ୍ରଛାତ୍ରୀଙ୍କୁ ର୍ୟାଙ୍କ ମିଳିଛି। ଶୋଭିତ ପଟେଲ ବି.ଟେକ୍, ଶ୍ୟାମସୁନ୍ଦର ପଟେଲ ଏମ୍.ଟେକରେ ଟପ୍ପର ହୋଇଛନ୍ତି। ସେହିପରି ଏମବିଏରେ ଶୁଭକାନ୍ତ ସାହୁ, ଏମସିଏରେ ଜୟଦୀପ ଦେ, ବି.ଫାର୍ମରେ ସୋମ୍ୟରଞ୍ଜନ, ଏମ୍.ଫାର୍ମରେ ପରିମିତା ସାହୁ ଟପ୍ପର ହୋଇଥିବା ଜଣାପଡ଼ିଛି।