ଜୁନ୍ ୧୭ରୁ ହେବ ଓଜେଇଇ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ ଜୁନ୍ ୧୭ରୁ ୨୪ ମଧ୍ୟରେ ଓଜେଇଇ ପରିକ୍ଷା ହେବ। କମ୍ପ୍ୟୁଟର ବେସଡ ଟେଷ୍ଟ ନେଇ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। ଆଗ୍ରହୀ ପରୀକ୍ଷାର୍ଥୀ ଅନଲାଇନରେ ଆବେଦନ କରିପାରିବେ।