ଆଜି ୪ଟାରେ ମାଟ୍ରିକ ଅଫଲାଇନ ରେଜଲ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଅପରାହ୍ନ ୪ଟାରେ ମାଟ୍ରିକ ଅଫଲାଇନ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଫଲାଇନରେ ମୋଟ ୧୫ହଜାର ୧୩୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥବା ଜଣାପଡ଼ିଛି।