ଓଡ଼ିଶାକୁ ମିଳିଲେ ୮ ଆଇଏଏସ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ନୂଆ ଆଇଏଏସ କ୍ୟାଡର ବଣ୍ଟନରେ ଓଡ଼ିଶାକୁ ୮ଜଣ ଆଇଏଏସ ମିଳିଛନ୍ତି । ଏଥିରେ ପ୍ରଣୀତା ଦାସ, କସ୍ତୁରୀ ପଣ୍ଡା, ତେଜସ୍ୱିନୀ ବେହେରା, ୟୁପିର ପ୍ରେକ୍ଷା ଅଗ୍ରୱାଲ, ନାଗାଲାଣ୍ଡର ୟିମକୁମି ଓକୁକୁମ୍‌, ମହାରାଷ୍ଟ୍ରର ଡି.ଏ ଦିଲ୍ଲୀପ, କେରଳର ଏସ୍ନି ଏ ଏଲ ଓ ତାମିଲନାଡ଼ୁର ସି.ଶରଭଣାନ୍ ରହିଛନ୍ତି ।