ନିଜାମୁଦ୍ଦିନ ଫେରନ୍ତା ୭୦ : ସୁବ୍ରତ ବାଗଚୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ନିଜାମୁଦ୍ଦିନରୁ ୭୦ଜଣ ରାଜ୍ୟକୁ ଫେରିଛନ୍ତି। ପୂର୍ବରୁ ୨୮ଜଣ ୧୦୪ ଜରିଆରେ ରେଜିଷ୍ଟ୍ରେସନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ଆଉ ୪୨ଜଣ ରେଜିଷ୍ଟ୍ରସନ କରିଛନ୍ତି ବୋଲି ସୂଚନା ମିଳିଛି। ଏ ନେଇ ପ୍ରେସମିଟରେ କରୋନା ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପକ୍ଷରୁ ସୂଚନା ମିଳିଛି।