ଆଜିଠୁ ହଟିଲା ନାଇଟ କର୍ଫ୍ୟୁ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟର ସମସ୍ତ ସହରାଞ୍ଚଳରୁ ଆଜିଠୁ ନାଇଟ କର୍ଫ୍ୟୁ ହଟାଯାଇଛି । କରୋନା ସଂକ୍ରମଣ କମୁଥିବାରୁ କଟକଣା କୋହଳ କରାଯାଇଥିବା ଜଣାପଡ଼ିଛି ।