ଭୁବନେଶ୍ୱରରୁ ଆତଙ୍କୀ ଲିଙ୍କରେ ଜଣକୁ ଉଠାଉ ନେଲା ଏନଆଇଏ! ରାଜ୍ୟ By Nitidin Last updated Oct 21, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଜଣକୁ ଉଠାଇନେଲା ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଟିମ୍ (ଏନଆଇଏ)। ଉଠାଇ ନେଇ ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି ଏହି ଟିମ। ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଉଠାଇ ନେଇଥିବା ସୂଚନା ମିଳିଛି। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳିପାରିନାହିଁ। Share