ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ଦିନ ପରେ ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୩ ଶହ ତଳକୁ ଖସିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୧୫୧ ଜଣ ସଂଗରୋଧ କେନ୍ଦ୍ରର ଓ ୧୧୨ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି।
ଏହି ସଂକ୍ରମଣ ମଧ୍ୟରେ ସର୍ବାଧିକ ୪୫ ଜଣ ଅନୁଗୁଳ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।
Covid-19 Report For 23rd December
New Positive Cases: 263
In quarantine: 151
Local contacts: 112(Details of local contacts will be shared by concerned District Administration)
District Wise Cases:
1. Angul: 45
2. Balasore: 14
3. Bargarh: 3
4. Bhadrak: 7
5. Balangir: 4— I & PR Department, Odisha (@IPR_Odisha) December 24, 2020