ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ୨୦୧୬ ବାରିପଦା ନାବାଳିକା ଦୁଷ୍କର୍ମ ମାମଲାରେ ରାୟ ଶୁଣାଇଲେ ବାରିପଦା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ, ଦୁଷ୍ମର୍ମୀ ୧୦ ବର୍ଷ ଜେଲ ଦଣ୍ଡାଦେଶ। ନାବଳିକା ଝିଆରୀକୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମୀ ଦାଦା ଚୁନୁରାମ ମହାନ୍ତକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ବାରିପଦା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ।
ରାଜ୍ୟରେ ଏହି ଭଳି ଭାବରେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ବଢି ଚାଲିଥିବା ବେଳେ ନାବାଳିକା ମାନଙ୍କ ପ୍ରତି ମଧ୍ୟ ଅତ୍ୟାଚାର ବଢି ବଢି ଚାଲିଛି ଯାହା ଏବେ ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।