ମମିତା ହତ୍ୟା ମାମଲା: ଗୋବିନ୍ଦ ସହଯୋଗୀ ରାଧେ ଗିରଫ

କଳାହାଣ୍ଡି,ଏନ୍ଏନ୍ଏସ୍: ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେକୁ ବଲାଙ୍ଗିର ପୁଲିସ ଗିରଫ କରିଛି। ରାଧେକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ରାଧେକୁ ବଙ୍ଗୋମୁଣ୍ଡା ଏସଡିଜେଏମ୍ କୋର୍ଟ ନିଆଯାଇଥିବା ଜଣାପଡ଼ିଛି।