ଭୁବନେଶ୍ୱର,ଏନ୍ଏନ୍ଏସ୍: କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ କମିଶନରେଟ୍ ପୁଲିସ ଲୁକ୍ ଆଉଟ୍ ନୋଟିସ ଜାରି କରିଛି। ସୌରିନଙ୍କୁ କୋଲକାତାରେ ଖୋଜି ନପାଇବା ପରେ ପଦକ୍ଷେପ ନିଆଯାଇଛି । ସୌରିନଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ରହିଛି । ହାଇକୋର୍ଟରେ ସୌରିନଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି ।