ଏ ବର୍ଷ ବି ହେବନି ବାଲିଯାତ୍ରା

କଟକ,ଏନ୍ଏନ୍ଏସ୍: ଗତ ବର୍ଷ ପରି ଏ ବର୍ଷ ବି ଐତିହାସିକ ବାଲିଯାତ୍ରା ବନ୍ଦ ରହିବ। କରୋନାକୁ ଦୃଷ୍ଟିରେ ରଖି ବାଲିଯାତ୍ରା ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।