ଜୟପୁର ବିକ୍ରମଦେବ କଲେଜ ହେଲା ୟୁନିଭର୍ସିଟି

ଜୟପୁର,ଏନ୍‌ଏନ୍‌ଏସ୍‌: ଜୟପୁର ବିକ୍ରମଦେବ ସ୍ୱୟଂଶାସିତ କଲେଜ ୟୁନିଭର୍ସିଟିକୁ ଉନ୍ନୀତ ହୋଇଛି । ବିକ୍ରମଦେବ ୟୁନିଭର୍ସିିଟିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।