ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍େର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିଓ ପାଭିଲିଅନ୍ ପରିଦଶର୍ନ
– ଜିଓ ଅଧ୍ୟକ୍ଷ ଆକାଶ ଅମ୍ବାନୀ ପ୍ରଧାନମନ୍ତ୍ରୀଙ୍କୁ ଜିଓର ଏଆଇ େଇକାସିଷ୍ଟମ ବିଷୟେର ବୁଝାେଇଲ
– ପ୍ରଧାନମନ୍ତ୍ରୀଙ୍କ ଜିଓ େଇଣ୍ଟଲେିଜନ୍ସ ଠାରୁ ଜିଓ ଅୋରାଗ୍ୟ ଏଆଇ ଯାଏଁ େଅନକ ମେଡଲ୍ ପରିଦଶର୍ନ
ନୂଆଦିଲ୍ନ : ଇଣ୍ଡିଆ ଆର୍ଟିଫିସିଆଲ୍ େଇଣ୍ଟଲେିଜନ୍ସ (ଏଆଇ) ଇମ୍ପାକ୍ଟ ସମିଟ୍ ଅବସରେର ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଜିଓର ଏଆଇ ପାଭିଲିଅନ୍ ପରିଦଶର୍ନ କରିଛନ୍ତି। ସେ ଜିଓ ଦ୍ୱାରା ବିକଶିତ ବିଭିନ୍ନ ଏଆଇ ଆଧାରିତ େଅନକ ମେଡଲ୍ ଏବଂ ଏହାର ସମାଧାନ ଦକ୍ଷତା ବିଷୟେର ଅବଗତ ହୋଇଥେôଲ। ପ୍ରଧାନମନ୍ତ୍ରୀ ଜିଓ େଇଣ୍ଟଲେିଜନ୍ସ, ଜିଓ ସଂସ୍କୃତି ଏଆଇ, ଜିଓ ଅୋରାଗ୍ୟ ଏଆଇ, ଜିଓ ଶିକ୍ଷା ଏବଂ ଜିଓ ଏଆଇ ହୋମ୍ ପରି ମେଡଲ୍ଗୁଡ଼ିକୁ ବୁଲି ଦେଖିଥେôଲ। ଏହି ମେଡଲ୍ଗୁଡ଼ିକର େଉଦ୍ଦଶ୍ୟ କ୍ରମଶଃ ଏଣ୍ଟରପ୍ରାଇଜ୍ େଇଣ୍ଟଲେିଜନ୍ସ, ଭାରତୀୟ ଭାଷା ଓ ସାଂସ୍କୃତିକ ବିଷୟବସ୍ତୁ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ସମାଧାନ ଏବଂ ସ୍ମାର୍ଟ ହୋମ୍ ଆଧାରିତ ଏଆଇ ସୁବିଧାକୁ ସହଜେର ଉପଲବ୍ଧ କରାଇବା। ଏହି ଅବସରେର ରିଲାଏନ୍ସ ଜିଓ ଇନେଫାକମ୍ ଲିମେିଟଡ୍ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କମ୍ପାନୀ ଦ୍ୱାରା ବିକାଶ ହେଉଥିବା ଏଆଇ େଇକାସିଷ୍ଟମ ଏବଂ ତାହାର ବିଭିନ୍ନ ଉପେଯାଗ ବିଷୟେର ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥେôଲ।
ଜିଓ ଦୀର୍ଘ ସମୟ ଧରି “ସମସ୍ତଙ୍କ ପାଇଁ ଏଆଇ” ଲକ୍ଷ୍ୟକୁ ଗୁରୁତ୍ୱ ଦେଇଆସୁଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମେୁକଶ ଅମ୍ବାନୀ ପୂବର୍ରୁ କହିଥେôଲ ଯେ ପ୍ରଯୁକ୍ତିର ବାସ୍ତବ ଲାଭ େସେତେବେଳ ମିଳିଥାଏ, େଯେତେବେଳ ଏହା ବ୍ୟାପକ ଭୋବ ସାଧାରଣ ଲୋକଙ୍କ ପାଖେର ଉପଲବ୍ଧ ହୋଇଥାଏ। ଏହି ଚିନ୍ତାଧାରା ଅନୁସୋର ଜିଓ “ସମସ୍ତଙ୍କ ପାଇଁ ଏଆଇ” ଲକ୍ଷ୍ୟେର କାମ କରୁଛି। େତେବ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍େ’ର ଦେଶ ଓ ବେିଦଶର େଅନକ ଟେକ୍ କମ୍ପାନୀ ଏବଂ ନୀତି ବେିଶଷଜ୍ଞମୋନ ଭାଗ ନେଉଛନ୍ତି। ଏହି ଅବସରେର ପ୍ରଧାନମନ୍ତ୍ରୀଙ୍କ ଜିଓ ପାଭିଲିଅନ୍ ପରିଦଶର୍ନ ଏଆଇ କ୍ଷେତ୍ରେର ବେସରକାରୀ ପ୍ରୟାସ ଉପେର ବେିଶଷ ଧ୍ୟାନ ଆକର୍ଷିତ କରିଛି।