ଭୁବନେଶ୍ୱର,ଏନ୍ଏନ୍ଏସ୍: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ମିଳିଛି । ସ୍ୱର୍ଗତଃ ନବ ଦାସଙ୍କ ଦେହାନ୍ତ ପରେ ଶ୍ରୀ ପୂଜାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ସୂଚନାଯୋଗ୍ୟ, ନବ ଦାସଙ୍କ ଅନ୍ତିମ ସଂସ୍କାର ଆଜି ଝାରସୁଗୁଡ଼ାସ୍ଥିତ ଖେରୁଆଳରେ ହେବ ।