ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଭୁବନେଶ୍ୱରରୁ ଅପରାହ୍ଣ ୩ଟାରେ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ(ଏଆଇସି ୬୭୦-ଏୟାର ଇଣ୍ଡିଆ ଏ୩୨୧) ବିମାନରେ ଉଡାଣ ସମୟରେ ନିଆଁ ଲାଗିଯାଇଥିଲା। କିନ୍ତୁ ବିମାନକୁ ରାୟପୁର ବିମାନବନ୍ଦରରେ ଜରୁରିକାଳୀନ ଅବତରଣ କରାଯାଇଥିଲା। ବିମାନରେ ଥିବା ସମସ୍ତ ୮୯ ଯାତ୍ରୀ ସୁରକ୍ଷିତ ଅବସ୍ଥାରେ ଅଛନ୍ତି।