ଜୀଅନ୍ତା ଜଳିଗଲେ ଯୁବତୀ

ଧର୍ମଗଡ଼, ଏନ୍ଏନ୍ଏସ୍: କୋକସରା ଥାନା ଖପ୍ରାମାଲ ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ନିଆଁରେ ପୋଡି ହୋଇ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗ୍ୟାସ୍ ଲିକ ହୋଇ ଘରେ ନିଆଁ ଲାଗିଯାଇଥିଲା। ଫଳରେ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ କରିଥିଲେ।