କୋରାପୁଟ: ପୁଲିସ ଡିଜି ସୁନୀଲ ବଂଶଲ କୋରାପୁଟରେ ମାଓ ସମୀକ୍ଷା ପରେ ଏକ ବଡ଼ ଘୋଷଣା କରିଛନ୍ତି । ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି, କନ୍ଧମାଳ ଏସପି ଓ ଡିଆଇଜି ମଧ୍ୟ ଉପସ୍ଥିତ ଥିଲେ ।
ଡିଜି ଶ୍ରୀ ବଂଶଲ କହିଛନ୍ତି ଯେ, ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଡ୍ରୋନ ଉପଯୋଗ କରାଯିବ । ପୁଲିସ ବିଭାଗରେ ୬ଟି ଉଚ୍ଚ ଧରଣର ଡ୍ରୋନ୍ ଜଗିବ ।