ପୁରୀ,ଏନ୍ଏନ୍ଏସ୍: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ ହେବ । ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ପ୍ରଦାନ କରିଛନ୍ତି । ଡିଜିଟାଇଜେସନ ନେଇ ଓରସାକର ସାହଯ୍ୟ ନିଆଯିବ । ସମସ୍ତ ଜମିର ରେକର୍ଡ ଡିଜିଟାଇଜେସନ କରାଯିବ ବୋଲି ସୂଚନା ମିଳିଛି ।