କୋଭିଡ ପରିଚାଳନା ନେଇ ସତ୍ୟପାଠ ଦାଖଲ

  • ଭୁବନେଶ୍ୱର: କୋଭିଡ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲାରେ ସତ୍ୟପାଠ ଦାଖଲ କରାଯାଇଛି। ଜୁଳାଇ ୨୦ ତାରିଖରେ କୋଭିଡକୁ ନେଇ ଜନସ୍ୱାର୍ଥ ମାମଲାର ଶୁଣାଣି ହେବ। ଜଗନ୍ନାଥ ବଳଭଦ୍ରଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୁଜ ମରାମତି ହେବ। ଜଗନ୍ନାଥଙ୍କର ୨ଟି ଓ ବଳଭଦ୍ରଙ୍କର ୨ଟି ଶ୍ରୀଭୂଜ ମରାମତି ହେବ। ଏସବିଆଇରୁ ମହାପ୍ରଭୁଙ୍କ ୧୨୦୦ ଗ୍ରାମ ସୁନା ଅଣାଯାଇ ମରାମତି ହେବ। ନାଭିକଟା ମଣ୍ଡପରେ ମହାପ୍ରଭୁଙ୍କ ଅଳଙ୍କାର ମରାମତି ହେବ।